Friday, 15 November 2024

ଈଶ୍ବରଙ୍କ ଅସ୍ତିତ୍ବ

 ସହରର ଉପକଣ୍ଠରେ ଜଣେ ସନ୍ଥ ରହୁଥିଲେ । ଜନଗହଳି ଗାଡ଼ିମଟର ଭିଡ଼ଭାଡ଼ ଡ଼ ଠାରୁ ଏ ସ୍ଥାନଟି ଥିଲା ସମ୍ପୂର୍ଣ୍ଣ ମୁକୁ । ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଡେ ଡେଙ୍ଗା ଡେଙ୍ଗା ଗଛ ଆଉ ଅଳ୍ପ କିଛି କୁଡ଼ିଆ ଘର । ନିଜ କୁଟୀରକୁ ଖୁବ୍ ପରିଷ୍କାର ପରିଛନ୍ନ ରଖୁଥିଲେ । ଚାରିପଟରେ ନାନା ରକମର ଫୁଲଫଳ ଆଉ ପନିପରିବା ଗଛ ଆକର୍ଷଣୀୟ ଦିଶୁଥିଲା । ସନ୍ଥ ନିଜ ସନ୍ତାନ ପରି ସମସ୍ତ ମସ୍ତ ଗଛଲତାର ସେବା ଯନ୍ତ୍ର ନେଉଥିଲେ । କୁଡ଼ିଆକୁ ଆସୁଥିବା ଅତିଥିଙ୍କୁ ସନ୍ଥ ଅତିଥ୍‌ଙ୍କୁ ସନ୍ଥ ନିଜ ବାରିରୁ ତୋଳିଥିବା ଫଳ ଆଉ ପନିପରିବା ବାଣ୍ଡି ଦିଅନ୍ତି ଦିନର ଅନ୍ୟ ସମୟ ଅଧ୍ୟୟନରେ ବିତି ଯାଉଥିଲା । ସନ୍ଧ୍ୟା ସମ ମୟ ପୂଜାପାଠ ସମୟରେ ଆଖପାଖର ଲୋକ ତାଙ୍କ ପାଖକୁ ଛୁଟି ଆସୁଥିଲେ । ସନ୍ଥଙ୍କ ତୁଣ୍ଡରୁ ଗୀତା ଭାଗବତ ଶାସ୍ତ୍ର ଶ୍ରବଣ କରି ଉପସ୍ଥିତ ସ୍ରୋତାଗଣ ଖୁସୀ ହୋଇଉଠୁ? ଠୁଥିଲେ । ପୁରାଣ


ଦିନେ ସକାଳୁ ସନ୍ଥ ପାଖ ବଜାରକୁ ଯାଇଥାନ୍ତି । ଏଇ ସମୟରେ ଦୂର ସହରରୁ ଆସିଥ‌ିବା ଜଣେ ଯୁବକ ସହିତ ତା'ଙ୍କର ଭେଟ ହେଇଗଲା । ଯୁବକଟି ସନ୍ଥଙ୍କ ବିଷୟରେ ଅଳ୍ପବହୁତ ଜାଣି ଣିଥିଲେ । ଯୁବକ ଜଣକମେଳା ମଳାପୀ ଆଉ ମିଷ୍ଟଭାଷୀ I ମାତ୍ର ସ୍ବଳ୍ପ ସମୟରେ ସନ୍ଥଙ୍କ ସହିତ ଖୁବ୍ ଭଲ ପରିଚିତ ହୋଇର ଭାବରେ ହୋଇଗଲେ ।


ସନ୍ଥ ଯେ ଯେତେବେଳେ ନିଜ କୁଟୀରକୁ ପ୍ରସ୍ନାନ କଲେ ଯୁବକ ବି ତାଙ୍କ ସହିତ ଧାଇଁ ଆ ଉଥାଏ, ଯୁବକକୁ ପାଣି ଗିଲାସଟେ ଆସିଲେ । ପୂ ପୂଜା ସମୟ ହେଉଥ ଦେଇ ସେ ବସାଇବ ବାର ଅନୁଗ୍ରହ କ କଲେ । ସନ୍ଥଙ୍କ ଅମାୟିକ ବ୍ୟବହାରରେ ଯୁବକ କଟି ପ୍ରସନ୍ନ ଦିଶୁଥା ଦିଶୁଥାଏ । ଏଇ ସମୟରେ ଯୁବକ ପ୍ରଶ୍ନ କଲେ, ଆଚ୍ଛା ମହାତ୍ମା ଛା ମହାତ୍ମା ସତରେ କଣ ଆ ପଣ ଈଶ୍ବରଙ୍କୁ ଦେଖୁଛନ୍ତି ? ଏ ପ୍ରଶ୍ନରେ ସନ୍ଥ ପୂରାପୂରି ନିରବ ପଡ଼ିଗଲେ ଲେ । ଯୁବକ ପୁଣି ପ୍ରଶ୍ନ କଲେ ଆପଣ କ'ଣ ଆତ୍ମାକୁ ବିଶ୍ବାସ କରନ୍ତି ? ଏଥର ବି ସନ୍ଥ ନିରବ । ଯୁବକ ନିଶ୍ଚିତ ହେଲେ ସନ୍ଥଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ, ଏଣୁ ବିଦାୟ ନେବାକୁ ବାହାରିଲେ ।


0 Comments:

Post a Comment

Subscribe to Post Comments [Atom]

<< Home