Monday, 25 November 2024

odialovecomedyshayari


 ୧ମ ଗଧ : ମୋ ମାଲିକ ମୋତେ ବହୁତ ମାରୁଛି ସାଙ୍ଗ

୨ୟ ଗଧ : ତୁ କାହିଁକି ପଳାଇଯାଉନୁ

୧ମ ଗଧ : ଛାଡିକି ପଳାଇ ଯାଇଥାନ୍ତି... ହେଲେ ଏଠାରେ ଭବିଷ୍ୟତ ଅଛି...

୨ ୟ ଗଧ : କ'ଣ ଭବିଷ୍ୟତ ଅଛି ?

୧ମ ଗଧ : ମାଲିକର ଗୋଟେ ସୁନ୍ଦର ଝିଅ ଅଛି । ସେ ଯେବେ କିଛି ଦୁଷ୍ଟାମୀ କରେ, ମାଲିକ କହେ

ତୋ ବାହାଘର ଗଧ ସହ କରିଦେବି...”

 କେବଳ ସେହି ଆଶା ନେଇ ମୁଁ ଏଠାରେ କଷ୍ଟରେ ଅଛି ।

0 Comments:

Post a Comment

Subscribe to Post Comments [Atom]

<< Home